ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫାର୍ଷ୍ଟ ଏଡ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫାର୍ଷ୍ଟ ଏଡ୍   ବିଶେଷ୍ୟ

ଅର୍ଥ : ଆଘାତ ଲାଗିଲେ ବା କୌଣସି ରୋଗ ଆଦିର ଲକ୍ଷଣ ପ୍ରକାଶ ପାଇଲେ କୌଣସି ଡାକ୍ତରଙ୍କ ପାଖକୁ ଯିବା ପୂର୍ବରୁ ପ୍ରଥମେ କରାଯାଉଥିବା ତାତ୍କାଳିକ ଚିକିତ୍ସା

ଉଦାହରଣ : ପ୍ରାଥମିକ ଚିକିତ୍ସା ପରେ ରମେଶ ଆହତବ୍ୟକ୍ତିକୁ ହସପିଟାଲରେ ପହଞ୍ଚାଇଲା

ସମକକ୍ଷ : ପ୍ରାଥମିକ ଚିକିତ୍ସା

चोट लगने या किसी रोग आदि के लक्षण प्रकट होने पर किसी चिकित्सक से संपर्क करने से पहले तात्कालिक की जानेवाली चिकित्सा।

रमेश ने चोटिल व्यक्ति की प्राथमिक चिकित्सा के बाद उसे अस्पताल पहुँचाया।
प्रथम उपचार, प्राथमिक चिकित्सा, फर्स्ट एड, फर्स्टएड

Emergency care given before regular medical aid can be obtained.

first aid