ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫାଟୁଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫାଟୁଆ   ବିଶେଷ୍ୟ

ଅର୍ଥ : ଯେଉଁ ପଶୁ ରୋଗରେ ପଶୁଗୁଡିକଙ୍କର ଖୁରା ଏବଂ ମୁହଁରେ ଦାନା ବାହାରିଥାଏ

ଉଦାହରଣ : ଏହି ବଳଦ ଫାଟୁଆରେ ପୀଡ଼ିତ

पशुओं का एक रोग जिसमें इनके खुर और मुख में दाने निकल आते हैं।

यह बैल खुरपका से पीड़ित है।
खुरपका, खुरहा, टपका, बेकरा, रुगना

Acute contagious disease of cloven-footed animals marked by ulcers in the mouth and around the hoofs.

foot-and-mouth disease, hoof-and-mouth disease

ଅର୍ଥ : ପଶୁଙ୍କୁ ହେଉଥିବା ନହରୁଆ ଭଳି ଗୋଟିଏ ରୋଗ

ଉଦାହରଣ : ଫାଟୁଆରେ ପଶୁଙ୍କ ଖୁରାରେ ପୋକ ହୋଇଯାଇଥାଏ

ସମକକ୍ଷ : ଖୁରାପଚା

नहरुए की तरह का एक रोग जो पशुओं को होता है।

किलकैया में पशुओं के खुरों में कीड़े पड़ जाते हैं।
किलकैया, किलकैया रोग

ଅର୍ଥ : ପଶୁମାନଙ୍କ ମଧ୍ୟରେ ସଂକ୍ରମଣ ହେଉଥିବା ରୋଗ

ଉଦାହରଣ : ଗାଁରେ ଫାଟୁଆ ରୋଗର ପ୍ରକୋପ ଅଧିକ

पशुओं में फैलने वाला रोग।

गाँव में अकड़ा का प्रकोप है।
अकड़ा

A disease that typically does not affect human beings.

animal disease