ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫାଇନାଲ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫାଇନାଲ୍   ବିଶେଷ୍ୟ

ଅର୍ଥ : ଯେଉଁ ପ୍ରତିଯୋଗିତାରେ ସେମିଫାଇନାଲରେ ଜିତିଥିବା ପ୍ରତିଯୋଗୀ ବା ଦଳ ଭାଗ ନିଅନ୍ତି

ଉଦାହରଣ : ଫାଇନାଲରେ ସର୍ବଦା ଦୁଇଜଣ ପ୍ରତିଯୋଗୀ ବା ଦଳ ଭାଗ ନିଅନ୍ତି

ସମକକ୍ଷ : ଅନ୍ତିମ ନିର୍ଣ୍ଣାୟକ ଖେଳ, ଫାଇନାଲ୍ ମ୍ୟାଚ୍

वह अंतिम मैच जिसमें सेमी फाइनल में जीते प्रतियोगी या प्रतियोगी दल भाग लेते हैं।

फाइनल में हमेशा दो ही प्रतियोगी या प्रतियोगी दल पहुँचते हैं।
अंतिम निर्णायक खेल, फ़ाइनल, फ़ाइनल मैच, फाइनल, फाइनल मैच

The final match between the winners of all previous matches in an elimination tournament.

final