ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫସଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫସଲ   ବିଶେଷ୍ୟ

ଅର୍ଥ : ଯେଉଁ ଫସଲ ଏବେବି ଖେତରେ ଅଛି, କଟା ହୋଇନାହିଁ

ଉଦାହରଣ : ଠିଆ ହୋଇଥିବା ଧାନ ଫସଲ ଏବେ କାଟିବା ଯୋଗ୍ୟ ହୋଇଗଲାଣି କୃଷକ ଫସଲ କାଟିବାକୁ ଗଲାଣି

ସମକକ୍ଷ : ଠିଆ ଫସଲ

जो फसल अभी खेत में ही हो, काटी न गई हो।

धान की खड़ी फसल अब काटने योग्य हो गई है।
किसान खेत काटने गया है।
खड़ी फसल, खड़ी फ़सल, खेत

The yield from plants in a single growing season.

crop, harvest

ଅର୍ଥ : କ୍ଷେତରେ ଉତ୍ପନ୍ନ କରାଯାଉଥିବା ଶସ୍ୟଆଦି ଯାହା ଏବେ ଛୋଟ ଚାରା ଆକାରରେ ଲଗାଯାଇଛି

ଉଦାହରଣ : ଏ ବର୍ଷ ବର୍ଷା କମ୍‌ ହେବାରୁ ଧାନ ଫସଲ ଭଲ ହୋଇନାହିଁ

ସମକକ୍ଷ : ଶସ୍ୟ

खेत में उपजा हुआ अन्न आदि जो अभी पौधे में ही लगा हो।

इस साल बारिश कम होने के कारण धान की फसल अच्छी नहीं हुई।
उपज, निपजी, पैदावार, फसल, फ़सल, शस्य

The yield from plants in a single growing season.

crop, harvest

ଫସଲ   ବିଶେଷଣ

ଅର୍ଥ : ଫସଲର ବା ଫସଲ ସମ୍ବନ୍ଧୀ

ଉଦାହରଣ : କୃଷକକୁ ଉତ୍ପାଦନ ବଢ଼ାଇବାପାଇଁ କୃଷି ଜ୍ଞାନ ଦିଆଯିବ

ସମକକ୍ଷ : କୃଷି

फसल का या फसल संबंधी।

उपज बढ़ाने के लिए किसानों को फसली जानकारी दी जाएगी।
फसली, फ़सली