ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୃଷି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୃଷି   ବିଶେଷ୍ୟ

ଅର୍ଥ : କ୍ଷେତରେ ଶସ୍ୟଆଦି ବୁଣିବା ଓ ଅମଳ କରିବାର କାର୍ଯ୍ୟ

ଉଦାହରଣ : ରାମଦାସ ଚାଷ କରି ନିଜ ପରିବାରର ଭରଣ ପୋଷଣ କରୁଛି

ସମକକ୍ଷ : ଚାଷ, ଜମିବାଡ଼ିକାମ

କୃଷି   ବିଶେଷଣ

ଅର୍ଥ : ଫସଲର ବା ଫସଲ ସମ୍ବନ୍ଧୀ

ଉଦାହରଣ : କୃଷକକୁ ଉତ୍ପାଦନ ବଢ଼ାଇବାପାଇଁ କୃଷି ଜ୍ଞାନ ଦିଆଯିବ

ସମକକ୍ଷ : ଫସଲ

फसल का या फसल संबंधी।

उपज बढ़ाने के लिए किसानों को फसली जानकारी दी जाएगी।
फसली, फ़सली