ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫଳାହାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫଳାହାରୀ   ବିଶେଷ୍ୟ

ଅର୍ଥ : କେବଳ ଫଳ ଖାଇ ଜୀବନ ନିର୍ବାହ କରୁଥିବା ଲୋକ

ଉଦାହରଣ : ପ୍ରାଚୀନ କାଳରେ କେତେକ ସାଧୁ ମହାତ୍ମା ଫଳାହାରୀ ଥିଲେ

केवल फल खाकर जीवन निर्वाह करने वाला व्यक्ति।

पहले के कुछ साधु-महात्मा फलाहारी होते थे।
फलाहारी

ଫଳାହାରୀ   ବିଶେଷଣ

ଅର୍ଥ : ଫଳରୁ ପ୍ରସ୍ତୁତ

ଉଦାହରଣ : ସେ ବ୍ରତ ସମୟରେ ଫଳାହାରୀ ଭୋଜନ କରେ

फलों से बना हुआ या जिसकी गिनती फलाहार में होती है।

वह व्रत के दौरान फलाहारी भोजन करता है।
फलाहारी