ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫଳକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫଳକ   ବିଶେଷ୍ୟ

ଅର୍ଥ : ଚାରିକୋଣିଆ ବା ଲମ୍ବ-ଓସାରରେ ସମତଳ ଭାବେ କଟା ଯାଇଥିବା ପଥର ଖଣ୍ଡ

ଉଦାହରଣ : ଚିତ୍ରକର ଫଳକ ଉପରେ କିଛି ଲେଖୁଛି

पत्थर का चौकोर या लम्बोतरा चौरस कटा हुआ टुकड़ा।

चित्रकार पटिया पर कुछ लिख रहा है।
पटिया, पट्टी, फलक, स्लेट, स्लेट पट्टी

(formerly) a writing tablet made of slate.

slate

ଅର୍ଥ : କାଗଜ ଭଳି ପତଳା ଧାତୁର ଫଳକ

ଉଦାହରଣ : ସେ ତାମ୍ବପତ୍ରରେ ଲକ୍ଷ୍ମୀ ଯନ୍ତ୍ର ତିଆରିକଲେ

ସମକକ୍ଷ : ପତ୍ର, ପାତ

धातु आदि का पत्तर जो काग़ज़ के समान पतला होता है।

उसने ताम्र पत्र पर लक्ष्मी यंत्र बनवाया।
पत्र, पनी, पन्नी, परनी, पर्णी

A piece of thin and flexible sheet metal.

The photographic film was wrapped in foil.
foil