ଅର୍ଥ : ଉତ୍ତର ପ୍ରଦେଶର ଏକ ଜିଲ୍ଲା
ଉଦାହରଣ :
ଫରୁଖାବାଦ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଫରୁଖାବାଦରେ ଅବସ୍ଥିତ
ସମକକ୍ଷ : ଫରୁଖାବାଦ ଜିଲ୍ଲା, ଫାରୁଖାବାଦ
ଅର୍ଥ : ଉତ୍ତର ପ୍ରଦେଶର ଏକ ସହର
ଉଦାହରଣ :
ଏହି ସାୟର ଫାରୁଖାବାଦର ନିବାସୀ
ସମକକ୍ଷ : ଫରୁଖାବାଦ ସହର, ଫାରୁଖାବାଦ, ଫାରୁଖାବାଦ ସହର