ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫତେଇ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫତେଇ   ବିଶେଷ୍ୟ

ଅର୍ଥ : ଗୋଟିଏ ପ୍ରକାର ପୋଷାକ

ଉଦାହରଣ : ଫତେଇ ଛୋଟ ଏବଂ ଚିପା ହୋଇଥାଏ

एक प्रकार का अंगरखा।

चौबंदी छोटी और चुस्त होती है।
चौबंदी

ଅର୍ଥ : ସାର୍ଟ ଭଳିଆ ଏକ ପୋଷାକ ଯେଉଁଥିରେ କଲି ଏବଂ କାଖ ଢାଙ୍କୁଣୀ ବା ହାତ ନଥାଏ

ଉଦାହରଣ : ଦର୍ଜି ଫତେଇ ତିଆରି କରୁଥିଲା

ସମକକ୍ଷ : ବଣ୍ଡି

कुर्ते की तरह का एक पहनावा जिसमें कली और चौबगले नहीं होते।

दर्जी कमीज़ सी रहा है।
कमीज, कमीज़

A long tunic worn by many people from the Indian subcontinent (usually with a salwar or churidars).

kameez

ଅର୍ଥ : ପିଲାମାନଙ୍କର ଏକ ପ୍ରକାର ଢିଲା ପୋଷାକ

ଉଦାହରଣ : ଶିଳ୍ପା ତାର ଜନ୍ମ ହେବାକୁଥିବା ପିଲାପାଇଁ ଫତେଇ ସିଲେଇ କରୁଛି

बच्चों का एक तरह का ढीला-ढाला पोशाक।

शिल्पा अपने होने वाले बच्चे के लिए झबला सी रही है।
झँगुला, झगा, झबला, झिंगुली, झिंगोला

ଅର୍ଥ : ସାଧୁ, ଫକୀରଆଦି ପରିଧାନ କରୁଥିବା ଲମ୍ବା ଓ ଢିଲା ବସ୍ତ୍ର

ଉଦାହରଣ : ଚୋଲା ପ୍ରାୟତଃ ଧଳା କିମ୍ବା ଗେରୁଆ ରଙ୍ଗର ହୋଇଥାଏ

ସମକକ୍ଷ : ଚୋଲା

साधुओं-फकीरों आदि का ढीला-ढाला और लम्बा पहनावा।

चोला प्रायः सफेद या भगवे रंग का होता है।
चोल, चोला

Clothing of a distinctive style or for a particular occasion.

Formal attire.
Battle dress.
attire, dress, garb

ଅର୍ଥ : ହାତ ନ ଥିବା ଏକ ପ୍ରକାର କୁର୍ତ୍ତା

ଉଦାହରଣ : ଗରମ ଦିନେ ଫତେଇ ପିନ୍ଧିବା ଆରାମଦାୟକ

बिना बाँह की एक प्रकार की कुर्ती।

गर्मी के दिनों में फ़तुही पहनना आरामदायक होता है।
फतूही, फ़तुही, फ़तूही, बँडी, सदरी

A man's sleeveless garment worn underneath a coat.

vest, waistcoat