ଅର୍ଥ : ଶୁଆ, ଶାରୀଆଦି ପକ୍ଷିମାନଙ୍କୁ ମଣିଷର ଭାଷା ଶିଖାଇବା
ଉଦାହରଣ :
ମୋହନ ଶୁଆକୁ ରାମ ରାମ ପଢ଼ାଉଅଛି
ସମକକ୍ଷ : ଶିଖାଇବା
ଅର୍ଥ : ଅଧ୍ୟାପନା କରିବା କିମ୍ବା ପଢ଼ାଇବା କାମ କରିବା
ଉଦାହରଣ :
ରାମାନୁଜ ବିଦ୍ୟାଳୟରେ ଗଣିତ ପଢ଼ାଉଛନ୍ତି
ଅର୍ଥ : ପଢ଼ିବା କାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ :
ଅପାଠୁଆ ଖୁଡ଼ୀ ତାଙ୍କ ଚିଠି ଭାଇଙ୍କଦ୍ୱାରା ପଢ଼ାନ୍ତି