ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରୌଢ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରୌଢ଼   ବିଶେଷ୍ୟ

ଅର୍ଥ : ଅସ୍ତମିତ ଯୌବନର ବା ବୃଦ୍ଧାବସ୍ଥା ଓ ଯୌବନାବସ୍ଥାର ମଝିରେ ଥିବା ବ୍ୟକ୍ତି

ଉଦାହରଣ : ଜଣେ ଦରବୁଢ଼ା ବ୍ୟକ୍ତି ପଳେଇଯାଉଥିବା ଚୋରକୁ ଧରିନେଲେ

ସମକକ୍ଷ : ଅଧବୟସିଆ, ଅଧୁଆରି, ଦରବୁଢ଼ା, ମଧ୍ୟବୟସ୍କ

ढलती जवानी का या बुढ़ापे और जवानी के बीच का व्यक्ति।

एक अधेड़ ने भागते हुए चोर को पकड़ लिया।
अधबयसू, अधबैसू, अधेड़, प्रौढ़, मध्यवय, मध्यवयस्क

The time of life between youth and old age (e.g., between 40 and 60 years of age).

middle age

ପ୍ରୌଢ଼   ବିଶେଷଣ

ଅର୍ଥ : ଅନ୍ତିମ ଯୌବନ ବା ଯୌବନ ଓ ବାର୍ଦ୍ଧକ୍ୟର ମଝିରେ

ଉଦାହରଣ : ଆମର ଅଧ୍ୟାପିକା ଜଣେ ମଧ୍ୟବୟସ୍କା ମହିଳା ମଧ୍ୟବୟସ୍କ ହେଲେ ଯେ ଅକଲ୍‌ ଆସିଯିବ ଏହା ଜରୁରୀ ନୁହେଁ

ସମକକ୍ଷ : ଦରବୁଢ଼ା, ମଧ୍ୟବୟସ୍କ

ढलती जवानी का या बुढ़ापे और जवानी के बीच का।

हमारी अध्यापिका एक अधेड़ महिला हैं।
अधेड़ होने पर अक्ल आ ही जाए, यह ज़रूरी नहीं।
अधबयसू, अधबैसू, अधेड़, प्रौढ़, मध्यवय, मध्यवयस्क

Being roughly between 45 and 65 years old.

middle-aged