ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରାରମ୍ଭ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରାରମ୍ଭ   ବିଶେଷ୍ୟ

ଅର୍ଥ : କୌଣସି କାର୍ଯ୍ୟ, ଘଟଣା, ବ୍ୟାପାରଆଦିର ପ୍ରଥମ ଅଂଶ ବା ଭାଗ

ଉଦାହରଣ : ଆରମ୍ଭ ଠିକ୍ ହେଲେ ଶେଷ ବି ଠିକ୍ ହେବ ଏବେ ଆମେ ଏହି କାମକୁ ନୂଆ ଭାବେ ଆରମ୍ଭ କରିବୁ

ସମକକ୍ଷ : ଅୟମାରମ୍ଭ, ଆଦି, ଆରମ୍ଭ

किसी कार्य, घटना, व्यापार आदि का पहले वाला अंश या भाग।

आरंभ ठीक हो तो अंत भी ठीक ही होता है।
अव्वल, आदि, आरंभ, आरम्भ, प्रारंभ, प्रारम्भ, मूल, शुरुआत, श्रीगेणश

An event that is a beginning. A first part or stage of subsequent events.

inception, origin, origination

ଅର୍ଥ : କୌଣସି କାମ, କଥାଆଦି ଆରମ୍ଭ ହେବା ବା କରିବା କ୍ରିୟା

ଉଦାହରଣ : ଆସନ୍ତୁ ଏହି ନୂଆକାର୍ଯ୍ୟକୁ ଆରମ୍ଭ କରିବା

ସମକକ୍ଷ : ଆରମ୍ଭ, ଶ୍ରୀଗଣେଶ

कोई कार्य, बात आदि शुरू होने या करने की क्रिया।

नए कार्य के आरंभ में दीप जलाया जाता है।
अभ्युदय, आग़ाज़, आगाज, आगाज़, आरंभ, आरम्भ, इब्तदा, इब्तिदा, इब्तेदा, प्रयोग, प्रवर्तन, प्रारंभ, प्रारम्भ, बिस्मिल्लाह, शुरुआत, शुरुवात, शुरू, श्रीगणेश

The beginning of anything.

It was off to a good start.
start