ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରମାଣପତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରମାଣପତ୍ର   ବିଶେଷ୍ୟ

ଅର୍ଥ : ଯେଉଁ ପତ୍ରରେ କୌଣସି କଥାକୁ ପ୍ରମାଣିତ କରିବା ପାଇଁ କିଛି ଲେଖାଥାଏ

ଉଦାହରଣ : ମୋତେ ବୟସ ପ୍ରମାଣପତ୍ର ପ୍ରସ୍ତୁତ କରିବାକୁ ହେବ

ସମକକ୍ଷ : ସନନ୍ଦ

वह पत्र जिस पर कोई बात प्रमाणित करने वाला कोई लेख हो।

मुझे आयु प्रमाणपत्र बनवाना है।
प्रमाण पत्र, प्रमाण-पत्र, प्रमाणक, प्रमाणपत्र, सनद, सर्टिफिकेट

A document attesting to the truth of certain stated facts.

certificate, certification, credential, credentials