ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରଭାବଶାଳୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରଭାବଶାଳୀ   ବିଶେଷଣ

ଅର୍ଥ : ଯାହାର ପ୍ରତାପ ବା ପ୍ରଭାବ ହୁଏ

ଉଦାହରଣ : ପ୍ରଭାବଶାଳୀ ଠାକୁରଙ୍କୁ ଗାଁର ସବୁଲୋକ ସମ୍ମାନ ଦିଅନ୍ତି

ସମକକ୍ଷ : ପ୍ରତାପୀ, ପ୍ରଭାବଶୀଳ, ପ୍ରଭାବୀ

जिसका दबदबा या प्रभाव हो।

प्रभावशाली ठाकुर को गाँव के सभी लोग सम्मान देते हैं।
दबंग, दाबदार, धाकदार, प्रभावशाली, प्रभावशील, प्रभावी, रुआबदार, रुतबेदार, रुवाबदार, रोबदार, रोबीला, रौबदार

Having great influence.

potent, powerful

ଅର୍ଥ : ପ୍ରଭାବ ପକାଇବାବାଲା

ଉଦାହରଣ : ଏହା ବହୁତ ପ୍ରଭାବଶାଳୀ ଔଷଧଏହି ଔଷଧ ବହୁତ ପ୍ରଭାବଶାଳୀ

ସମକକ୍ଷ : ପ୍ରଭାବକ, ପ୍ରଭାବକାରୀ, ପ୍ରଭାବିତ, ପ୍ରଭାବୀ

ଅର୍ଥ : ଯାହା କାହାରି ତୁଳନାରେ ଭାରି ହୋଇଥାଏ

ଉଦାହରଣ : ସହର ଏବଂ ଗାଁରେ ଚାଲୁଥିବା ପ୍ରଭାବଶାଳୀ ରାଜନୀତି ହିଂସାକୁ ପ୍ରୋତ୍ସାହନ ଦେଇଛି

जो किसी की तुलना में भारी पड़े।

शहरों और गाँवों में हावी राजनीति ने हिंसा को बढ़ावा दिया है।
हावी

Most powerful or important or influential.

The economically ascendant class.
D-day is considered the dominating event of the war in Europe.
ascendant, ascendent, dominating

ଅର୍ଥ : ଯେଉଁଥିରେ ପ୍ରଭାବ ଥାଏ

ଉଦାହରଣ : ସେ ପ୍ରଭାବଶାଳୀ ସ୍ୱରରେ କହିଲା କି ଆଜି ଏହି କାମ ହେବା ଦରକାର

जिसमें रोब हो।

उसने रोबीली आवाज में कहा कि आज यह काम होना ही चाहिए।
दाबदार, धाकदार, रुआबदार, रुतबेदार, रुवाबदार, रोबदार, रोबीला, रौबदार