ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରବାହିତ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରବାହିତ କରିବା   କ୍ରିୟାପଦ

ଅର୍ଥ : ଦ୍ରବ ପଦାର୍ଥ ତଳ ଆଡ଼କୁ ଯିବାରେ ପ୍ରବୃତ୍ତ କରାଇବା

ଉଦାହରଣ : ପିଲାମାନେ ଟାଙ୍କିର ଏକତ୍ରିତ ଜଳକୁ ବୁହାଇଦେଲେ

ସମକକ୍ଷ : ବୁହାଇଦେବା

द्रव पदार्थ को नीचे की ओर जाने में प्रवृत्त करना।

बच्चे ने टंकी में एकत्रित जल को बहा दिया।
चलाना, प्रवाहित करना, बहाना

Cause to run.

Pour water over the floor.
pour

ଅର୍ଥ : ପାଣିର ଧାରାରେ ପକେଇବା ବା ଛାଡ଼ିଦେବା

ଉଦାହରଣ : ହିନ୍ଦୁମାନେ ଅସ୍ଥିକୁ ନଦୀରେ ଭସାଇ ବ୍ଦିଅନ୍ତି

ସମକକ୍ଷ : ବିସର୍ଜନ କରିବା, ଭସାଇଦେବା

पानी की धारा में डाल या छोड़ देना।

हिन्दू मृतक की अस्थियों को नदी में बहाते हैं।
प्रवाहित करना, बहाना

Set afloat.

He floated the logs down the river.
The boy floated his toy boat on the pond.
float