ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତ୍ୟାର୍ପଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତ୍ୟାର୍ପଣ   ବିଶେଷ୍ୟ

ଅର୍ଥ : ବିଶେଷକରି ସେହି ବସ୍ତୁ ଆଦିକୁ ଅର୍ପଣ କରି ବା ଦେଇ ଅଧୀନ କରିବାର କ୍ରିୟା

ଉଦାହରଣ : ପାକିସ୍ଥାନ କସାବକୁ ପ୍ରତ୍ୟାର୍ପଣରେ ମାଗୁଛି

ଅର୍ଥ : କୌଣସି ଦେଶ ବା ରାଜ୍ୟଦ୍ବାରା ଅନ୍ୟ ଦେଶର ଅପରାଧୀ, ବନ୍ଦୀ ବା ପଳାତକକୁ ଧରି ସେହି ଦେଶ ବା ରାଜ୍ୟକୁ ଫେରାଇ ଦେବାର କ୍ରିୟା

ଉଦାହରଣ : ପାକିସ୍ଥାନ ବ୍ରିଟେନକୁ ମୁଶାରଫଙ୍କ ପ୍ରତ୍ୟାର୍ପଣ ନେଇ ଦାବୀ କରୁଛି

किसी देश या राज्य के द्वारा अपने यहाँ आए दूसरे देश के अपराधी, कैदी या भगोड़े को पकड़कर उस देश या राज्य को लौटाने की क्रिया।

पाकिस्तान ब्रिटेन से मुशर्रफ के प्रत्यर्पण की माँग कर रहा है।
प्रत्यर्पण

The surrender of an accused or convicted person by one state or country to another (usually under the provisions of a statute or treaty).

extradition