ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତୀକ୍ଷା କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତୀକ୍ଷା କରିବା   କ୍ରିୟାପଦ

ଅର୍ଥ : କାହାରି ଆଗମନକୁ ଅପେକ୍ଷା କରିବା

ଉଦାହରଣ : ପାଠଶାଳା ଯିବାପାଇଁ ସେ ତା ସାଙ୍ଗକୁ ଅପେକ୍ଷା କରିଛି

ସମକକ୍ଷ : ଅନେଇ ବସିବା, ଅପେକ୍ଷା କରିବା, ଚାହିଁରହିବା

किसी के आने का इन्तज़ार करना।

पाठशाला जाने के लिए वह अपने साथी की प्रतीक्षा कर रहा है।
अँगोरना, अगोरना, इंतज़ार करना, इंतजार करना, इन्तज़ार करना, इन्तजार करना, प्रतीक्षा करना, बाट जोहना, रास्ता देखना, राह देखना

Stay in one place and anticipate or expect something.

I had to wait on line for an hour to get the tickets.
wait