ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତିଶୋଧ ନେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତିଶୋଧ ନେବା   କ୍ରିୟାପଦ

ଅର୍ଥ : କୌଣସି ଆଘାତ କିମ୍ବା ଅପମାନର ପ୍ରତିଶୋଧ ନେବା

ଉଦାହରଣ : ରଞ୍ଜନକୁ ମାରି ସେ ନିଜ ଭାତୃହତ୍ୟାର ପ୍ରତିଶୋଧ ନେଲା

ସମକକ୍ଷ : ବଦଲା ନେବା, ହିସାବ ବରାବର କରିବା

किसी चोट या अपमान का बदला लेना।

रंजन को मारकर उसने अपने भाई की हत्या का प्रतिशोध लिया।
क़सर निकालना, प्रतिशोध लेना, बदला चुकाना, हिसाब बराबर करना

Take revenge for a perceived wrong.

He wants to avenge the murder of his brother.
avenge, retaliate, revenge