ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତିରକ୍ଷାତଂତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଯେଉଁ ତନ୍ତ୍ର ଶାରୀରିକ ଦ୍ରବଗୁଡ଼ିକରେ ରୋଗ ପ୍ରତିଷେଧକ ବା ରୋଗ ପ୍ରତିରୋଧକ କ୍ଷମତା ଉତ୍ପନ୍ନ କରି ଆମ ଶରୀରରେ ବାହ୍ୟ ପଦାର୍ଥ ତଥା ରୋଗ ସୃଷ୍ଟିକାରୀ ଶକ୍ତିଙ୍କଠାରୁ ସୁରକ୍ଷିତ ରଖେ

ଉଦାହରଣ : ଥାଇମସ,ମଜ୍ଜା ଓ ଲସୀକା ଉତକ ଆଦି ପ୍ରତିରକ୍ଷାତନ୍ତ୍ରର ଅନ୍ତର୍ଗତ

ସମକକ୍ଷ : ପ୍ରତିରକ୍ଷାତନ୍ତ୍ର

वह तंत्र जो शारीरिक द्रवों में रोग-प्रतिकारक या रोग क्षमता उत्पन्न कर हमारे शरीर को बाहरी पदार्थों तथा रोग जनक जीवों से सुरक्षित रखता है।

संक्राम्यतंत्र के अंतर्गत थाइमस, मज्जा और लसीका ऊतक आते हैं।
इम्यून सिस्टम, प्रतिरक्षा तंत्र, प्रतिरक्षा तन्त्र, प्रतिरक्षी तंत्र, प्रतिरक्षी तन्त्र, प्रतिरोधक तंत्र, प्रतिरोधक तन्त्र, प्रतिरोधक-तंत्र, प्रतिरोधक-तन्त्र, संक्राम्य तंत्र, संक्राम्य तन्त्र, संक्राम्य-तंत्र, संक्राम्य-तन्त्र, संक्राम्यतंत्र, संक्राम्यतन्त्र

A system (including the thymus and bone marrow and lymphoid tissues) that protects the body from foreign substances and pathogenic organisms by producing the immune response.

immune system