ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତିଭା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତିଭା   ବିଶେଷ୍ୟ

ଅର୍ଥ : ଯେଉଁ ବିଶିଷ୍ଟ ଏବଂ ଅସାଧାରଣ ମାନସିକ ଶକ୍ତି ବା ଗୁଣଦ୍ୱାରା ମଣିଷ କୌଣସି କାମରେ ବହୁତ ଅଧିକ ଯୋଗ୍ୟତାପୂର୍ଣ୍ଣ କାମ କରି ଦେଖାଇଥାଏ

ଉଦାହରଣ : ସ୍ୱାମୀ ବିବେକାନନ୍ଦଙ୍କଠାରେ ଅଦ୍ଭୁତ ପ୍ରତିଭା ଥିଲା

ସମକକ୍ଷ : ମେଧା

वह विशिष्ट और असाधारण मानसिक शक्ति या गुण जिससे मनुष्य किसी काम में बहुत अधिक योग्यता के कार्य कर दिखलाता है।

स्वामी विवेकानंद में गज़ब की प्रतिभा थी।
जहन, ज़हन, ज़िहन, ज़ेहन, जिहन, जेहन, टैलंट, टैलन्ट, प्रगल्भता, प्रतिभा, प्रागल्भ्य, मेधा

Natural abilities or qualities.

endowment, gift, natural endowment, talent

ଅର୍ଥ : ପ୍ରତିଭାବାନ ବ୍ୟକ୍ତି

ଉଦାହରଣ : ଉଦୀୟମାନ ପ୍ରତିଭାମାନଙ୍କୁ ସୁଯୋଗ ଦିଅ

प्रतिभावान व्यक्ति।

उभरती प्रतिभाओं को मौका दें।
टैलंट, टैलन्ट, प्रतिभा

A person who possesses unusual innate ability in some field or activity.

talent