ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତିବନ୍ଧକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତିବନ୍ଧକ   ବିଶେଷ୍ୟ

ଅର୍ଥ : ପାରସ୍ପରିକ ବିବାଦ ଯୋଗୁଁ ଯେତେବେଳେ ଦୁଇ ପକ୍ଷ ନିଜ କଥାରେ ଅଟଳ ରହିବା ହେତୁ କୌଣସି ବୁଝାମଣା ବା ସମାଧାନର ମାର୍ଗ ମିଳି ନ ଥାଏ

ଉଦାହରଣ : କେହି ଜଣେ ନତମସ୍ତକ ନ ହେଲେ ତ ପ୍ରତିବନ୍ଧକ ଦୂର ହେବ ନାହିଁ

ସମକକ୍ଷ : ବାଧା

पारस्परिक विवाद में वह अवस्था जब दोनों पक्ष अपनी बातों पर अड़े रहें और समझौते या निपटारे का कोई मार्ग न दीख पड़े।

किसी एक के झुके बिना तो जिच समाप्त नहीं होगी।
ज़िच, ज़िच्च, जिच, जिच्च

Drawing position in chess: any of a player's possible moves would place his king in check.

stalemate

ପ୍ରତିବନ୍ଧକ   ବିଶେଷଣ

ଅର୍ଥ : ଯେ ପ୍ରତିରୋଧକ

ଉଦାହରଣ : ଚିନା ମାଟି ବିଦ୍ୟୁତ ପ୍ରତିରୋଧକ ବସ୍ତୁ

ସମକକ୍ଷ : ପ୍ରତିବଂଧକ, ପ୍ରତିରୋଧକ, ରୋଧକ

जो अवशोषित करने या मिलने में असक्षम हो।

चीनी मिट्टी विद्युत का प्रतिरोधी है।
प्रतिरोधक, प्रतिरोधी, रोधक, रोधी