ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତିଦ୍ୱନ୍ଦୀ ଦଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : କୌଣସି ପ୍ରତିଯୋଗିତାରେ ଭାଗ ନେଉଥିବା‌ ଦଳ

ଉଦାହରଣ : ଏହି ପ୍ରତିଯୋଗିତାରେ ଭାଗ ନେଉଥିବା‌ ସମସ୍ତ ପ୍ରତିଯୋଗୀ ଦଳ ଆସିଗଲେଣି

ସମକକ୍ଷ : ପ୍ରତିଯୋଗୀ ଦଳ

* किसी प्रतियोगिता में भाग लेनेवाला दल।

इस प्रतियोगिता में भाग लेनेवाले सभी प्रतियोगी दल आ गए हैं।
प्रतिद्वंदी दल, प्रतिद्वन्द्वी दल, प्रतियोगी दल, प्रतिस्पर्धी दल, स्पर्द्धी दल, स्पर्धी दल

One of two or more contesting groups.

The Confederate side was prepared to attack.
side

ଅର୍ଥ : (ଖେଳ-କୁଦ) ପ୍ରତିପକ୍ଷ ଟୀମକୁ ସ୍କୋର କରିବାରେ ବାଧାଦେବାଲାଗି ଚେଷ୍ଟିତ ଟୀମ

ଉଦାହରଣ : ଆମର ଟୀମ ଏକ ପ୍ରତିଦ୍ୱନ୍ଦୀ ଟୀମ ରୂପେ ପରିଚିତ

ସମକକ୍ଷ : ପ୍ରତିଦ୍ୱନ୍ଦୀ ଟୀମ

(खेल-कूद) वह टीम जो प्रतिपक्षी टीम को स्कोर करने से रोकने की कोशिश कर रही हो।

हमारी टीम अच्छी बचाव टीम के रूप में जानी जाती है।
डिफेंस, डिफेन्स, बचाव टीम

(sports) the team that is trying to prevent the other team from scoring.

His teams are always good on defense.
defence, defending team, defense