ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତିଜ୍ଞା କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତିଜ୍ଞା କରିବା   କ୍ରିୟାପଦ

ଅର୍ଥ : ଦୃଢ଼ତାପୂର୍ବକ କହିବା (ସତ୍ୟତା ଉପରେ ଯୋର ଦେବା ହେତୁ)

ଉଦାହରଣ : ମୁଁ ରାଣ ଖାଉଛି କି ମୁଁ ଚୋରି କରିନାହିଁ

ସମକକ୍ଷ : ଦୁହାଇ କରିବା, ରାଣ ଖାଇବା, ରାଣ ପକାଇବା, ଶପଥ କରିବା

अपने कथन की सत्यता प्रमाणित करने के उद्देश्य से ईश्वर, देवता अथवा किसी पूज्य या अतिप्रिय व्यक्ति, वस्तु आदि की दुहाई देते हुए दृढ़तापूर्वक अपनी बात कहना (प्रायः अपनी बात पर जोर देने हेतु)।

मैं माँ की कसम खाता हूँ कि मैंने चोरी नहीं की।
कसम उठाना, कसम खाना, कसम लेना, शपथ लेना, सौगंध उठाना, सौगंध खाना, सौगंध लेना, सौगन्ध उठाना, सौगन्ध खाना, सौगन्ध लेना

To declare or affirm solemnly and formally as true.

Before God I swear I am innocent.
affirm, assert, aver, avow, swan, swear, verify

ଅର୍ଥ : କିଛି କରିବା ବା ନ କରିବା ସମ୍ବନ୍ଧରେ ପକ୍କା ନିଷ୍ପତ୍ତି ନେବା

ଉଦାହରଣ : ଭୀଷ୍ମ ପ୍ରତିଜ୍ଞା କରିଥିଲେ ଯେ ସେ ଆଜୀବନ ବ୍ରହ୍ମଚର୍ୟ ବ୍ରତ ପାଳନ କରିବେ

ସମକକ୍ଷ : ପଣ କରିବା

कुछ करने या न करने के संबंध में पक्का निश्चय करना।

भीष्म ने प्रतिज्ञा की थी कि वे आजीवन ब्रह्मचर्य व्रत का पालन करेंगे।
प्रण करना, प्रण लेना, प्रतिज्ञा करना, प्रतिज्ञा लेना

Promise solemnly and formally.

I pledge that I will honor my wife.
pledge, plight

ଅର୍ଥ : (ମନରେ) ପ୍ରତୀକ୍ଷା ବା ପକ୍କା କରିବା

ଉଦାହରଣ : ମୁଁ ପ୍ରତିଜ୍ଞା କରିଛି ଯେ ଆଜି ପରେ ତାକୁ କେବେ ଦେଖା କରିବିନାହିଁ

( मन में ) ठहराना या पक्का करना।

मैंने ठान लिया है कि आज के बाद मैं उससे कभी नहीं मिलूँगी।
ठानना