ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରଜ୍ଜ୍ୱଳିତ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଦୀପ ଆଦିକୁ ଜଳେଇବା

ଉଦାହରଣ : ମାନନୀୟ ଅଧ୍ୟକ୍ଷ ସମାରୋହର ଉଦ୍‌ଘାଟନ କରିବାପାଇଁ ଦୀପ ଜଳାଇଲେ

ସମକକ୍ଷ : ଜଳାଇବା

दीप आदि को जलाना।

माननीय अध्यक्ष ने समारोह का उद्घाटन करने के लिए दीप जलाया।
उजालना, उजासना, उजियारना, उजेरना, जलाना, प्रज्ज्वलित करना, प्रज्वलित करना

Gather and light the materials for.

Make a fire.
make

ଅର୍ଥ : ଲିଭିଯାଉଥିବା ନିଆଁକୁ ପ୍ରଜ୍ଜ୍ୱଳିତ କରିବା

ଉଦାହରଣ : ଓଦା କାଠରେ କିରୋସିନି ଢାଳି ସେ ଚୁଲିର ନିଆଁକୁ ତେଜାଇଲା

ସମକକ୍ଷ : ତେଜାଇବା

अग्नि प्रज्वलित करना। बुझती आग को तेज करना।

गीली लकड़ी में मिट्टीतेल डालकर उसने चुल्हे की आग भड़काई।
भड़काना