ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଳାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଳାଇବା   କ୍ରିୟାପଦ

ଅର୍ଥ : ଦୀପ ଆଦିକୁ ଜଳେଇବା

ଉଦାହରଣ : ମାନନୀୟ ଅଧ୍ୟକ୍ଷ ସମାରୋହର ଉଦ୍‌ଘାଟନ କରିବାପାଇଁ ଦୀପ ଜଳାଇଲେ

ସମକକ୍ଷ : ପ୍ରଜ୍ଜ୍ୱଳିତ କରିବା

दीप आदि को जलाना।

माननीय अध्यक्ष ने समारोह का उद्घाटन करने के लिए दीप जलाया।
उजालना, उजासना, उजियारना, उजेरना, जलाना, प्रज्ज्वलित करना, प्रज्वलित करना

Gather and light the materials for.

Make a fire.
make

ଅର୍ଥ : ଜଳାଇବାକାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ଶାଶୁ ତା ବୋହୂଦ୍ୱାରା ଦୀପ ଜଳାଉଛନ୍ତି

ସମକକ୍ଷ : ଦୀପ ଲଗାଇବା, ପ୍ରଜ୍ୱଳନକରିବା, ପ୍ରଜ୍ୱଳିତକରିବା

जलाने का काम किसी और से कराना।

सास अपनी बहू से दीपक जलवा रही है।
जलवाना