ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରକାଶ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରକାଶ୍ୟ   ବିଶେଷଣ

ଅର୍ଥ : ଯାହା ଗୋପନୀୟ ନୁହେଁ

ଉଦାହରଣ : ଏହା ଖୋଲାଖୋଲି କଥା, ଏହି ବିଷୟ ଆପଣ ମଧ୍ୟ ଜାଣିପାରନ୍ତି

ସମକକ୍ଷ : ଅଗୋପନୀୟ, ଅଲୁଚା, ଖୋଲାଖୋଲି, ଖୋଲାମେଲା, ପ୍ରକାଶ ଯୋଗ୍ୟ

जो गोपनीय न हो।

यह अगोपनीय बात है,इसे आप भी जान सकते हैं।
अगोपनीय, अगोप्य, कथ्य, प्रकट्य, प्रकाश्य

Not concealed or hidden.

Her unconcealed hostility poisoned the atmosphere.
Watched with unconcealed curiosity.
unconcealed

ଅର୍ଥ : ପ୍ରକାଶିତ କରିବା ଯୋଗ୍ୟ ବା ପ୍ରକାଶିତ ହେବାକୁ ଥିବା

ଉଦାହରଣ : ତାର ତିନିଟି ପ୍ରକାଶ୍ୟ ରଚନା ପ୍ରେସରେ ଅଛି

ସମକକ୍ଷ : ପ୍ରକାଶନୀୟ

प्रकाशित करने योग्य या प्रकाशित होने वाला।

उनकी तीन प्रकाश्य रचनाएँ प्रेस में हैं।
प्रकाशनीय, प्रकाश्य

Suitable for publication.

publishable