ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖୋଲାଖୋଲି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖୋଲାଖୋଲି   କ୍ରିୟା ବିଶେଷଣ

ଅର୍ଥ : ସମସ୍ତଙ୍କ ସାମନାରେ ବା ଖୋଲାଖୋଲିଭାବେ

ଉଦାହରଣ : ସମସ୍ତଙ୍କ ଆଗରେ ସେ ନିଜ କଥା କହିଦେଲା

ସମକକ୍ଷ : ଉନ୍ମୁକ୍ତକରି, ଗୁପ୍ତନରଖି, ମୁକ୍ତଭାବରେ, ସମସ୍ତଙ୍କଆଗରେ

In an open way.

He openly flaunted his affection for his sister.
openly

ଖୋଲାଖୋଲି   ବିଶେଷଣ

ଅର୍ଥ : ଯାହା ଗୋପନୀୟ ନୁହେଁ

ଉଦାହରଣ : ଏହା ଖୋଲାଖୋଲି କଥା, ଏହି ବିଷୟ ଆପଣ ମଧ୍ୟ ଜାଣିପାରନ୍ତି

ସମକକ୍ଷ : ଅଗୋପନୀୟ, ଅଲୁଚା, ଖୋଲାମେଲା, ପ୍ରକାଶ ଯୋଗ୍ୟ, ପ୍ରକାଶ୍ୟ

जो गोपनीय न हो।

यह अगोपनीय बात है,इसे आप भी जान सकते हैं।
अगोपनीय, अगोप्य, कथ्य, प्रकट्य, प्रकाश्य

Not concealed or hidden.

Her unconcealed hostility poisoned the atmosphere.
Watched with unconcealed curiosity.
unconcealed