ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରକାଶିତ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରକାଶିତ ହେବା   କ୍ରିୟାପଦ

ଅର୍ଥ : ଦୃଶ୍ୟ ବା ପ୍ରକାଶଯୁକ୍ତ ହେବା

ଉଦାହରଣ : ସୂର୍ଯ୍ୟ କିରଣ ପଡ଼ିବାକ୍ଷଣି ପୃଥିବୀ ଆଲୋକିତ ହୁଏ

ସମକକ୍ଷ : ଆଲୋକିତ ହେବା

दीप्ति या प्रकाशयुक्त होना।

सूर्य की किरणें पड़ते ही पृथ्वी प्रकाशित होती है।
आलोकित होना, दीप्त होना, प्रकाशित होना

Make lighter or brighter.

This lamp lightens the room a bit.
illume, illuminate, illumine, light, light up

ଅର୍ଥ : କୌଣସି ପୁସ୍ତକଆଦି ଛପା ହୋଇ ଆସିବା

ଉଦାହରଣ : ତାଙ୍କର ଏକ ନୂଆ କବିତା ପୁସ୍ତକ ପ୍ରକାଶିତ ହୋଇଛି

ସମକକ୍ଷ : ବାହାରିବା

किसी पुस्तक आदि का छप कर आना।

उनकी कविता की एक और नई पुस्तक निकली है।
निकलना, प्रकाशित होना

Prepare and issue for public distribution or sale.

Publish a magazine or newspaper.
bring out, issue, publish, put out, release

ଅର୍ଥ : କୌଣସି ବସ୍ତୁଆଦି ନିଜ ସ୍ଥାନରୁ ଉପରକୁ ଆସିବା ବା ଦେଖାଦେବା

ଉଦାହରଣ : ସୂର୍ଯ୍ୟ ପୂର୍ବଦିଗରେ ଉଦୟ ହୁଅନ୍ତି

ସମକକ୍ଷ : ଉଦିତ ହେବା, ଉଦୟ ହେବା

आकाश स्थित ग्रह, नक्षत्रों आदि का क्षितिज से या अपनी जगह से ऊपर आना या दिखाई देना।

सूर्य पूरब में निकलता है।
उअना, उगना, उठना, उदय होना, उदित होना, निकलना

Come up, of celestial bodies.

The sun also rises.
The sun uprising sees the dusk night fled....
Jupiter ascends.
ascend, come up, rise, uprise