ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୋଲୋ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୋଲୋ   ବିଶେଷ୍ୟ

ଅର୍ଥ : ହକି ଭଳି ଏକ ଖେଳ ଯେଉଁଥିରେ ଖେଳାଳିମାନେ ଘୋଡ଼ା ପିଠିରେ ବସି ଏକ ଉପକରଣ ସହାୟତାରେ କାଠ ବଲକୁ ମାରନ୍ତି

ଉଦାହରଣ : ପୋଲୋ ଅତି ମନୋରଞ୍ଜକ ଖେଳ

हाकी जैसा एक खेल जिसमें खिलाड़ी घोड़े पर सवार होकर एक उपस्कर की सहायता से काठ की गेंद को मारते हैं।

पोलो एक बहुत ही मनोरंजक खेल है।
पोलो

A game similar to field hockey but played on horseback using long-handled mallets and a wooden ball.

polo

ଅର୍ଥ : ତ୍ରୟୋଦଶ ଶତାବ୍ଦୀରେ ଏସିଆ ଭ୍ରମଣ କରିଥିବା ଜଣେ ଯାତ୍ରୀ

ଉଦାହରଣ : ମାର୍କ ପୋଲୋ ଭେନିସର ଅଧିବାସୀ ଥିଲେ

ସମକକ୍ଷ : ମାର୍କ ପୋଲୋ

एक यात्री जिन्होंने तेरहवीं शताब्दी में एशिया की खोज की थी।

पोलो वेनिस के रहनेवाले थे।
पोलो, मार्क पोलो

Venetian traveler who explored Asia in the 13th century and served Kublai Khan (1254-1324).

marco polo, polo