ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୋଲିସ ଷ୍ଟେସନ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୋଲିସ ଷ୍ଟେସନ୍‌   ବିଶେଷ୍ୟ

ଅର୍ଥ : ଯେଉଁ ସ୍ଥାନରେ ପୋଲିସଙ୍କର କିଛି ସିପାହୀ ଓ ସେମାନଙ୍କ ବରିଷ୍ଠ ଅଧିକାରୀ ସ୍ଥାୟୀ ରୂପରେ କାମ କରନ୍ତି ଏବଂ ଯେଉଁଠାରୁ ଆଖପାଖ ସ୍ଥାନପାଇଁ କାର୍ଯ୍ୟ ନିର୍ଦ୍ଧାରିତ ହୋଇଥାଏ

ଉଦାହରଣ : ଚୋରି ହେବା ପରେ ଆମେ ଥାନାରେ ରିପୋର୍ଟ ଦାଖଲ କଲୁ

ସମକକ୍ଷ : ଥାନା, ଦାରୋଗା ଷ୍ଟେସନ୍

वह स्थान जहाँ पुलिस के कुछ सिपाही और उनके वरिष्ठ अधिकारी कार्य करते हैं और जहाँ से आस-पास के स्थानों का प्रबंध होता है।

चोरी होने के बाद हमने थाने में रपट दर्ज कराई।
थाना, पुलिस थाना, पुलिस स्टेशन, पुलिस-थाना