ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୋତିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୋତିବା   କ୍ରିୟାପଦ

ଅର୍ଥ : ଲମ୍ବା ବସ୍ତୁର ଏକ ମୁଣ୍ଡକୁ ମାଟିରେ ପୋତି ସିଧା ରଖିବା

ଉଦାହରଣ : କୃଷକ ପଶୁମାନଙ୍କୁ ବାନ୍ଧିବାପାଇଁ ଖୁଣ୍ଟ ପୋତୁଛି

लम्बी वस्तु आदि का सिरा किसी गड्ढे में जमाकर उसे खड़ा करना।

किसान पशुओं को बाँधने के लिए खूँटा गाड़ रहा है।
गाड़ना

Fix or set securely or deeply.

He planted a knee in the back of his opponent.
The dentist implanted a tooth in the gum.
embed, engraft, imbed, implant, plant

ଅର୍ଥ : ଗାତ ଖୋଳି ତା ମଧ୍ୟରେ କିଛି ରଖି ମାଟି ଘୋଡ଼େଇବା

ଉଦାହରଣ : ଇସଲାମ ଧର୍ମରେ ଶବକୁ ପୋତାଯାଏ

गड्ढा खोदकर उसमें कुछ रखकर मिट्टी से ढकना, ख़ासकर मृत शरीर को।

इस्लाम धर्म में शव को दफनाते हैं।
गाड़ना, दफन करना, दफनाना, दफ़न करना, दफ़नाना, दफ़्न करना, दफ़्नाना, दफ्न करना, दफ्नाना

Place in the earth and cover with soil.

They buried the stolen goods.
bury