ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୈତୃକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୈତୃକ   ବିଶେଷ୍ୟ

ଅର୍ଥ : ପିତାଙ୍କର ବା ପିତାଙ୍କଠାରୁ ପ୍ରାପ୍ତ ସମ୍ପତ୍ତି

ଉଦାହରଣ : ସରକାରୀ ସମ୍ପତ୍ତି କାହା ବାପାଙ୍କର ନୁହେଁ

ସମକକ୍ଷ : ବାପାର, ବୋପାର

पिता की या पिता से प्राप्त संपत्ति।

सरकारी सम्पत्ति किसी की बपौती नहीं है।
पितृदाय, बपौती

An inheritance coming by right of birth (especially by primogeniture).

birthright, patrimony

ପୈତୃକ   ବିଶେଷଣ

ଅର୍ଥ : ପିତାଙ୍କ ସମ୍ବନ୍ଧୀୟ

ଉଦାହରଣ : ସେମାନେ ପୈତୃକ ସମ୍ପତ୍ତି ବାଣ୍ଟିବାପାଇଁ ଝଗଡ଼ା କରୁଥିଲେ

पिता संबंधी।

हमने पैतृक संपत्ति दान कर दी।
पित्र्य, पैतृक, पैत्रिक

Characteristic of a father.

paternal

ଅର୍ଥ : ବାପା ଦାଦାଙ୍କ ସମୟରୁ ଚାଲିଆସିଥିବା ବା ବାପା ଦାଦାଙ୍କଠାରୁ ମିଳିଥିବା

ଉଦାହରଣ : ସେ ନିଜର ପୈତୃକ ସମ୍ପତ୍ତି ଗରିବମାନଙ୍କ ମଧ୍ୟରେ ବାଣ୍ଟିଦେଲା

ସମକକ୍ଷ : ଖାନଦାନୀ

बाप दादा के समय से चला आया हुआ या बाप दादा से मिला हुआ।

उसने अपनी पैतृक सम्पत्ति गरीबों में बाँट दी।
ख़ानदानी, खानदानी, पित्र्य, पुरखौती, पुश्तैनी, पैतृक, पैत्रिक, मौरूसी

Inherited or inheritable by established rules (usually legal rules) of descent.

Ancestral home.
Ancestral lore.
Hereditary monarchy.
Patrimonial estate.
Transmissible tradition.
ancestral, hereditary, patrimonial, transmissible

ଅର୍ଥ : ଯେ କୌଣସି ବଂଶର ସମକକ୍ଷ ହୋଇଆସୁଥିବା ଏବଂ ଆଗକୁ ଏହି ବଂଶ ସହିତ ରହିବାର ସମ୍ଭବନା ଥିବା

ଉଦାହରଣ : ସେ ବଂଶଗତ ରୋଗରେ ପୀଡ଼ିତ ଅଛନ୍ତି

ସମକକ୍ଷ : ଆନୁବଂଶିକ, ବଂଶଗତ, ବଂଶାନୁକ୍ରମିକ

जो किसी वंश में बराबर होता आया हो और जिसके आगे भी उस वंश में होते रहने की संभावना हो।

वह आनुवंशिक रोग से पीड़ित है।
अनुवांशिक, आनुवंशिक, आनुवांशिक, जनेटिक, जिनेटिक, जेनेटिक, पैतृक, पैत्रिक, मौरूसी, वंशागत, वंशानुक्रमिक