ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖାନଦାନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖାନଦାନୀ   ବିଶେଷଣ

ଅର୍ଥ : ଉତ୍ତମ କୁଳରେ ଜନ୍ମ

ଉଦାହରଣ : ମନୋହର ଜଣେ କୁଳୀନ ବ୍ୟକ୍ତି

ସମକକ୍ଷ : କୁଳୀନ, ସାଧୁଜ, ସୁଜାତ

उत्तम कुल में उत्पन्न।

मनोहर एक कुलीन व्यक्ति है।
आरज, आर्य, कुलीन, ख़ानदानी, खानदानी, साधुज, सुजात, सुजातिया

ଅର୍ଥ : ବାପା ଦାଦାଙ୍କ ସମୟରୁ ଚାଲିଆସିଥିବା ବା ବାପା ଦାଦାଙ୍କଠାରୁ ମିଳିଥିବା

ଉଦାହରଣ : ସେ ନିଜର ପୈତୃକ ସମ୍ପତ୍ତି ଗରିବମାନଙ୍କ ମଧ୍ୟରେ ବାଣ୍ଟିଦେଲା

ସମକକ୍ଷ : ପୈତୃକ

बाप दादा के समय से चला आया हुआ या बाप दादा से मिला हुआ।

उसने अपनी पैतृक सम्पत्ति गरीबों में बाँट दी।
ख़ानदानी, खानदानी, पित्र्य, पुरखौती, पुश्तैनी, पैतृक, पैत्रिक, मौरूसी

Inherited or inheritable by established rules (usually legal rules) of descent.

Ancestral home.
Ancestral lore.
Hereditary monarchy.
Patrimonial estate.
Transmissible tradition.
ancestral, hereditary, patrimonial, transmissible