ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପେଶୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପେଶୀ   ବିଶେଷ୍ୟ

ଅର୍ଥ : ଗୋଟିଏ ଛୋଟ ଗଛ ମଞ୍ଜି ଯେଉଁଥିରୁ ତେଲ ବାହାରେ

ଉଦାହରଣ : ଖେତରେ ଅଳସୀ ଲହରୀ ମାରୁଛି

ସମକକ୍ଷ : ଅତସୀ, ଅଳସୀ

एक पौधा जिसके बीजों से तेल निकलता है।

खेतों में अलसी लहरा रही है।
अतसी, अरसी, अर्सी, अलसी, तीसी, नीलपुष्पिका, नीलपुष्पी, मालिका, हैमवती

Plant of the genus Linum that is cultivated for its seeds and for the fibers of its stem.

flax

ଅର୍ଥ : ଶରୀର ମଧ୍ୟରେ ଥିବା ମାଂସରେ ଏକ ପ୍ରକାର ମାଂସାଳଗଣ୍ଠି ଯାହାଦ୍ୱାରା ଅଙ୍ଗଗୁଡ଼ିକର ସଞ୍ଚାଳନ ହୋଇଥାଏ

ଉଦାହରଣ : ପେଶୀକୋଷଦ୍ୱାରା ପେଶୀର ନିର୍ମାଣ ହୋଇଥାଏ

ସମକକ୍ଷ : ମାଂସପେଶୀ

शरीर के अंदर का झिल्ली तथा रेशों के आकार का मांस-पिंड जिससे अंगों का संचालन होता है।

पेशी ऊतक द्वारा मांसपेशियों का निर्माण होता है।
पेशी, मांस पेशी, मांस-पेशी, मांसपेशी, स्नायु, स्नु

One of the contractile organs of the body.

muscle, musculus

ଅର୍ଥ : ଏକାଠି ମିଶିଥିବା ଅଳସୀ ଏବଂ ସୋରିଷ ମଞ୍ଜିର ଦାନା

ଉଦାହରଣ : କିଛି ଲୋକ ଅଳସୀକୁ ପେଶି ତେଲ ବାହାର କରନ୍ତି

ସମକକ୍ଷ : ଅତସୀ, ଅଳସୀ

एक में मिले हुए तीसी और सरसों के बीज या दाने।

कुछ लोग बेरी को पेरवाकर तेल निकलवाते हैं।
बेरी

ଅର୍ଥ : ପାଉଁଶିଆ ବା କଳା ରଙ୍ଗର ଏକ ମଞ୍ଜି ଯେଉଁଥିରୁ ତେଲ ବାହାରେ

ଉଦାହରଣ : ପେଶୀ ଲଡ଼ୁ ସ୍ୱାସ୍ଥ୍ୟପାଇଁ ହିତକାରକ

ସମକକ୍ଷ : ଅତସୀ, ଅଳସୀ

भूरे या काले रंग का एक बीज जिससे तेल निकलता है।

अलसी का लड्डू फायदेमंद होता है।
अतसी, अरसी, अर्सी, अलसी, तीसी, मालिका, हैमवती

The seed of flax used as a source of oil.

flaxseed, linseed