ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଳସୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଳସୀ   ବିଶେଷ୍ୟ

ଅର୍ଥ : ଗୋଟିଏ ଛୋଟ ଗଛ ମଞ୍ଜି ଯେଉଁଥିରୁ ତେଲ ବାହାରେ

ଉଦାହରଣ : ଖେତରେ ଅଳସୀ ଲହରୀ ମାରୁଛି

ସମକକ୍ଷ : ଅତସୀ, ପେଶୀ

एक पौधा जिसके बीजों से तेल निकलता है।

खेतों में अलसी लहरा रही है।
अतसी, अरसी, अर्सी, अलसी, तीसी, नीलपुष्पिका, नीलपुष्पी, मालिका, हैमवती

Plant of the genus Linum that is cultivated for its seeds and for the fibers of its stem.

flax

ଅର୍ଥ : ଏକାଠି ମିଶିଥିବା ଅଳସୀ ଏବଂ ସୋରିଷ ମଞ୍ଜିର ଦାନା

ଉଦାହରଣ : କିଛି ଲୋକ ଅଳସୀକୁ ପେଶି ତେଲ ବାହାର କରନ୍ତି

ସମକକ୍ଷ : ଅତସୀ, ପେଶୀ

एक में मिले हुए तीसी और सरसों के बीज या दाने।

कुछ लोग बेरी को पेरवाकर तेल निकलवाते हैं।
बेरी

ଅର୍ଥ : ପାଉଁଶିଆ ବା କଳା ରଙ୍ଗର ଏକ ମଞ୍ଜି ଯେଉଁଥିରୁ ତେଲ ବାହାରେ

ଉଦାହରଣ : ପେଶୀ ଲଡ଼ୁ ସ୍ୱାସ୍ଥ୍ୟପାଇଁ ହିତକାରକ

ସମକକ୍ଷ : ଅତସୀ, ପେଶୀ

भूरे या काले रंग का एक बीज जिससे तेल निकलता है।

अलसी का लड्डू फायदेमंद होता है।
अतसी, अरसी, अर्सी, अलसी, तीसी, मालिका, हैमवती

The seed of flax used as a source of oil.

flaxseed, linseed