ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପେଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପେଜ   ବିଶେଷ୍ୟ

ଅର୍ଥ : ରନ୍ଧାହେଉଥିବା ଚାଉଳର ଉପର ଫେଣ

ଉଦାହରଣ : ହାଣ୍ଡିରୁ ପେଜ ବାହାରକୁ ଉତୁରି ପଡୁଛି

पकते चावल के ऊपर का झाग या फेन।

आस्रव बटुए से बाहर गिर रहा है।
आस्रव

ଅର୍ଥ : ଭାତ ସିଝିଗଲା ପରେ ବାହାରୁଥିବା ପାଣି

ଉଦାହରଣ : ପେଜରୁ ପୌଷ୍ଟିକତତ୍ତ୍ୱ ମିଳିଥାଏ

भात पकाने पर निकलने वाला पानी।

माँड़ में पौष्टिक तत्व पाये जाते हैं।
आचाम, झोल, तंडुलांबु, पसाव, पसावन, पीच, मंड, मरवा, मरुआ, मरुवा, माँड़, माँड़ी, मांड़ी, माषरा