ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୃଷ୍ଠଭୂମି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୃଷ୍ଠଭୂମି   ବିଶେଷ୍ୟ

ଅର୍ଥ : ପୂର୍ବରୁ ଉଲ୍ଲେଖିତ ସେହି କଥା ବା ପରିସ୍ଥିତି ଯାହାର ଆଗରେ ବା ସମ୍ମୁଖ ଭାଗରେ କୌଣସି ନୂଆ ବିଶେଷ କଥା ବା ଘଟଣା ଥାଏ ଏବଂ ଯାହା ସହିତ ମିଳାଇଲେ ସେହି କଥା ବା ଘଟଣାର ରୂପ ସ୍ପଷ୍ଟ ହୁଏ

ଉଦାହରଣ : ଏହି ଘଟଣାର ପୃଷ୍ଠଭୂମି ବିଷୟରେ କହିଲେ ଯାଇ ଆମେ କିଛି ସ୍ପଷ୍ଟ ବୁଝିପାରିବା

पहले की वे बातें या परिस्थितियाँ जिनके आगे या सामने कोई नई विशेष बात या घटना हो और जिसके साथ मिलान करने पर उस बात या घटना का रूप स्पष्ट होता हो।

इस घटना की पृष्ठभूमि भी बताइएगा तभी हमें कुछ समझ में आएगा।
परिपार्श्व, परिपृष्ठ, पृष्ठ-भूमि, पृष्ठभूमि

Information that is essential to understanding a situation or problem.

The embassy filled him in on the background of the incident.
background, background knowledge

ଅର୍ଥ : ଯେ କୌଣସି ଅଙ୍କିତ ଦୃଶ୍ୟ, ଘଟଣାଆଦିର ଆଶ୍ରୟ କିମ୍ବା ଆଧାର ହୋଇଥାଏ

ଉଦାହରଣ : ଏହି ଫିଲ୍ମ ପାରିବାରିକ ପୃଷ୍ଠଭୂମି ଉପରେ ଆଧାରିତ

वह जो किसी अंकित दृश्य, घटना आदि का आश्रय या आधार होता है।

यह फिल्म पारिवारिक पृष्ठभूमि पर बनी है।
पृष्ठ-भूमि, पृष्ठभूमि

The part of a scene (or picture) that lies behind objects in the foreground.

He posed her against a background of rolling hills.
background, ground

ଅର୍ଥ : ମୂର୍ତ୍ତି ଅଥବା ଚିତ୍ରରେ ସବୁଠାରୁ ପଛରେ ଥିବା ଅଂଶ ଯାହା ଅଂକିତ ଦୃଶ୍ୟ ଘଟଣାର ଆଧାର

ଉଦାହରଣ : ଏହି ଚିତ୍ରର ପୃଷ୍ଠଭୂମି ବହୁତ ସୁନ୍ଦର

ସମକକ୍ଷ : ପରିପାର୍ଶ୍ୱ, ପୃଷ୍ଠଦେଶ

मूर्ति अथवा चित्र में वह सबसे पीछे का भाग जो अंकित दृश्य घटना का आश्रय होता है।

इस चित्र की पृष्ठभूमि बहुत ही सुंदर है।
परिपार्श्व, परिपृष्ठ, पृष्ठ-भूमि, पृष्ठभूमि, पृष्ठिका

The part of a scene (or picture) that lies behind objects in the foreground.

He posed her against a background of rolling hills.
background, ground

ଅର୍ଥ : କୌଣସି ବ୍ୟକ୍ତିଙ୍କର ପୂର୍ବରୁ ଥିବା ଅଭିଜ୍ଞତା, ଶିକ୍ଷା ଆଦି

ଉଦାହରଣ : ଏହି କାମପାଇଁ ଆପଣଙ୍କ ପୃଷ୍ଠଭୂମି ଭାରି ମଝବୁତ ଅଛି

किसी व्यक्ति का पिछला अनुभव, शिक्षण आदि।

इस काम के लिए आपकी पृष्ठभूमि बहुत मजबूत है।
पृष्ठ-भूमि, पृष्ठभूमि

ଅର୍ଥ : ଏକସଙ୍ଗେ ଘଟୁଥିବା ଅବସ୍ଥା,ଘଟଣାଗୁଡ଼ିକ ମଧ୍ୟରୁ କମ ମହତ୍ତ୍ୱପୂର୍ଣ୍ଣ ଅବସ୍ଥା,ଘଟଣା ଆଦି

ଉଦାହରଣ : ବର୍ଷା ସହିତ ପୃଷ୍ଠଭୂମିରେ ଗର୍ଜନ ବି ଶୁଣାଗଲା

* एक साथ होनेवाली अवस्थाओं, घटनाओं आदि में से कम महत्वपूर्ण अवस्था, घटना आदि।

बारिश के साथ-साथ पृष्ठभूमि में गर्जना भी सुनाई दी।
पृष्ठ-भूमि, पृष्ठभूमि

Extraneous signals that can be confused with the phenomenon to be observed or measured.

They got a bad connection and could hardly hear one another over the background signals.
background, background signal

ଅର୍ଥ : କୌଣସି ବସ୍ତୁର ପଛ ଭାଗରେ ଥିବା ଭୂମି ବା ତଳ

ଉଦାହରଣ : ଏହି ଚିତ୍ରର ସବୁଜ ପୃଷ୍ଠଭୂମି ବହୁତ ଆକର୍ଷକ

ସମକକ୍ଷ : ପରିପାର୍ଶ୍ୱ, ପରିପୃଷ୍ଠ, ପୃଷ୍ଠିକା

वह भूमि या तल जो किसी वस्तु के पिछले भाग में हो।

इस चित्र की हरित पृष्ठभूमि बहुत ही मोहक है।
परिपार्श्व, परिपृष्ठ, पृष्ठ-भूमि, पृष्ठभूमि, पृष्ठिका

The part of a scene (or picture) that lies behind objects in the foreground.

He posed her against a background of rolling hills.
background, ground