ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୃଥକହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୃଥକହେବା   କ୍ରିୟାପଦ

ଅର୍ଥ : କାଟଛାଣ୍ଟ କରିବା

ଉଦାହରଣ : ବର୍ଷା ପୂର୍ବରୁ ହିଁ ଗଛଲତା ଝଡ଼ା ହୋଇଗଲା

ସମକକ୍ଷ : ଅଲଗାହେବା, ଝଡ଼ାହେବା

काटा या छाँटा जाना।

बरसात से पूर्व ही पेड़-पौधे छँट गए हैं।
छँट जाना, छँटना, छिन्न होना

ଅର୍ଥ : ସମ୍ବନ୍ଧ ଆଦି ଭାଙ୍ଗିବା

ଉଦାହରଣ : ପାରସ୍ପରିକ ଝଗଡ଼ା କାରଣରୁ ପତି ପତ୍ନୀ ଅଲଗା ହୋଇଗଲେ

ସମକକ୍ଷ : ଅଲଗାହେବା

संबंध आदि का टूटना।

आपसी झगड़े के कारण पति पत्नी अलग हो गए।
अलग होना