ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୂର୍ବ ଝଲକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୂର୍ବ ଝଲକ   ବିଶେଷ୍ୟ

ଅର୍ଥ : କୌଣସି କାର୍ଯ୍ୟ, କଥାଆଦିର ପ୍ରସ୍ତୁତିକରଣରେ ପ୍ରଥମେ ଦେଖାଇ ଦିଆଯାଉଥିବା ଝଲକ

ଉଦାହରଣ : ଆଜି ରାତିରେ ପ୍ରସ୍ତୁତ ହେଉଥିବା ନାଟକର ପୂର୍ବ ଝଲକ ଏବେ ଦେଖାଇ ଦିଆଯିବ

किसी कार्य,बात आदि की प्रस्तुतीकरण से पहले दिखाई जानेवाली झलक।

आज की रात प्रस्तुत होनेवाले नाटक की पूर्व झलक अभी दिखाई जायेगी।
पूर्व झलक

A screening for a select audience in advance of release for the general public.

preview