ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୂର୍ବଭଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୂର୍ବଭଳି   କ୍ରିୟା ବିଶେଷଣ

ଅର୍ଥ : ପ୍ରଥମେ ଯେମିତି ଥିଲା ସେମିତି

ଉଦାହରଣ : ନୀରଜ ଅନେକ ବର୍ଷ ବିଦେଶରେ ରହିବାପରେ ବି ଆଗଭଳି ଅଛି

ସମକକ୍ଷ : ଆଗଭଳି, ପୂର୍ବବତ

जैसा पहले था वैसा ही।

नीरज कई वर्ष विदेश में रहने के बाद भी पूर्ववत् ही है।
पूर्ववत, पूर्ववत्, यथापूर्व

ଅର୍ଥ : ପ୍ରଥମ ଭଳି ବା ପ୍ରଥମେ ଯେଉଁ ଭଳି ଥିଲା ସେହି ଭଳି

ଉଦାହରଣ : କେତେକ ପରମ୍ପରାର ମହତ୍ୱ ଆଜି ବି ପୂର୍ବଭଳି ରହିଛି

ସମକକ୍ଷ : ଆଗ ଭଳି, ଯଥାପୂର୍ବ