ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୂର୍ବପୁରୁଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୂର୍ବପୁରୁଷ   ବିଶେଷ୍ୟ

ଅର୍ଥ : ଗୋସେଇଁ ବାପା, ପଣ ଗୋସେଇଁ ବାପାଆଦି ଯେଉଁମାନେ ଆଗରୁ ଥିଲେ

ଉଦାହରଣ : ରାମ କୃଷ୍ଣଆଦି ଆମର ପୂର୍ବଜ ଥିଲେ

ସମକକ୍ଷ : ପୂର୍ବଜ

वह जिनके आप दूर के वंशज हैं या जो आपके दादा, परदादा आदि से भी पहले के हैं।

राम, कृष्ण आदि हमारे पूर्वज थे।
अगला, पुरखा, पुरनिया, पूर्व पुरुष, पूर्वज, बाप-दादा, बुज़ुर्ग, बुजुर्ग

A person from whom you are descended.

forbear, forebear

ଅର୍ଥ : କୌଣସି ବ୍ୟକ୍ତିର ମୃତ ପିତା, ମାତା, ବୁଢ଼ାବାପା, ବୁଢ଼ୀମା,ଗୋସେଇଁବାପାଆଦି ପୂର୍ବପୁରୁଷ

ଉଦାହରଣ : ପିତୃପକ୍ଷରେ ପିତୃପୁରୁଷମାନଙ୍କ ତର୍ପଣ କରାଯାଏ

ସମକକ୍ଷ : ପିତୃଗଣ, ପିତୃପୁରୁଷ

किसी व्यक्ति के मृत पिता, माता, दादा, दादी, परदादा आदि पूर्वपुरुष।

पितृपक्ष में पितरों को तर्पण दिया जाता है।
पितर, पितृ, पुरखा, पुरिखा, पूर्वज, पूर्वपुरुष, बाप-दादा, बुज़ुर्ग, बुजुर्ग