ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୂର୍ବକଥିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୂର୍ବକଥିତ   ବିଶେଷଣ

ଅର୍ଥ : ପ୍ରଥମେ କୁହାହୋଇଥିବା

ଉଦାହରଣ : ମନ୍ତ୍ରୀ ମହୋଦୟ ନିଜ ପୂର୍ବୋକ୍ତ ଭାଷଣରେ ପ୍ରଯୁକ୍ତ ବକ୍ତବ୍ୟଗୁଡ଼ିକର ଖଣ୍ଡନ କରିଥିଲେ

ସମକକ୍ଷ : ପୂର୍ବୋକ୍ତ

पहले कहा हुआ।

मंत्रीजी ने अपने पूर्वोक्त भाषण में प्रयुक्त वक्तव्यों का खंडन किया।
अनुवाचित, पूर्वकथित, पूर्वोक्त

Mentioned or named earlier in the same text.

above-mentioned, above-named