ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୂର୍ଣ୍ଣାୟୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୂର୍ଣ୍ଣାୟୁ   ବିଶେଷ୍ୟ

ଅର୍ଥ : ଜଣେ ଗନ୍ଧର୍ବ

ଉଦାହରଣ : ପୂର୍ଣ୍ଣାୟୁଙ୍କ ବର୍ଣ୍ଣନା ମହାଭାରତରେ ଦେଖିବାକୁ ମିଳେ

एक गंधर्व।

पूर्णायु का वर्णन महाभारत में मिलता है।
पूर्णायु

An imaginary being of myth or fable.

mythical being

ଅର୍ଥ : ସମ୍ପୂର୍ଣ୍ଣ ଆୟୁ

ଉଦାହରଣ : ମନୁଷ୍ୟର ପୂର୍ଣ୍ଣାୟୁ ଶହେ ବର୍ଷ

पूरी आयु।

मनुष्य की पूर्णायु सौ वर्ष की होती है।
पूर्णायु

ପୂର୍ଣ୍ଣାୟୁ   ବିଶେଷଣ

ଅର୍ଥ : ସମ୍ପୂର୍ଣ୍ଣ ଆୟୁଥିବା ବ୍ୟକ୍ତି

ଉଦାହରଣ : ପୂର୍ଣ୍ଣାୟୁ ଜେଜେ କାଲି ଚିର ନିଦ୍ରାରେ ଶୋଇଗଲେ

पूरी आयु वाला।

पूर्णायु दादाजी कल चिर निद्रा में सो गए।
पूर्णायु