ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୂତିଗନ୍ଧମୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୂତିଗନ୍ଧମୟ   ବିଶେଷଣ

ଅର୍ଥ : ଦୁର୍ଗନ୍ଧରେ ଭରା

ଉଦାହରଣ : ସହରରେ ବସ୍ତିବାସୀ ପୂତିଗନ୍ଧମୟ ବାତାବରଣରେ ଜୀବନ କଟାନ୍ତି

ସମକକ୍ଷ : ଦୁର୍ଗନ୍ଧପୂର୍ଣ୍ଣ, ଦୁର୍ଗନ୍ଧମୟ

दुर्गंध से भरा हुआ।

शहरों में झोपड़पट्टी वासी बदबूदार वातावरण में जीवन व्यतीत करते हैं।
दुर्गंधपूर्ण, दुर्गंधयुक्त, दुर्गंधित, दुर्गन्धपूर्ण, दुर्गन्धयुक्त, दुर्गन्धित, बदबूदार