ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁଷ୍ପକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୁଷ୍ପକ   ବିଶେଷ୍ୟ

ଅର୍ଥ : ପୁରାଣବର୍ଣ୍ଣିତ ଯେଉଁ ବିମାନକୁ ରାବଣ କୁବେରଙ୍କ ନିକଟରୁ ଛଡ଼ାଇ ନେଇଥିଲା

ଉଦାହରଣ : ଲଙ୍କା ବିଜୟ ପରେ ଭଗବାନ ଶ୍ରୀରାମ ପୁଷ୍ପକ ବିମାନରେ ଚଢ଼ି ଅଯୋଧ୍ୟା ଫେରିଥିଲେ

ସମକକ୍ଷ : ପୁଷ୍ପକ ବିମାନ

पुराणों में वर्णित एक विमान जिसे रावण ने कुबेर से छीन लिया था।

लंका विजय के बाद भगवान राम पुष्पक पर सवार होकर अयोध्या आये।
पुष्पक, पुष्पक विमान