ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁଷ୍ଟି ମାର୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୁଷ୍ଟି ମାର୍ଗ   ବିଶେଷ୍ୟ

ଅର୍ଥ : ଆଚାର୍ଯ୍ୟ ବଲ୍ଲଭାଚାର୍ଯ୍ୟଙ୍କଦ୍ୱାରା ପରିଚାଳିତ ହୋଇଥିବା ଏକ ବୈଷ୍ଣବ ସଂପ୍ରଦାୟ

ଉଦାହରଣ : ଗୋକୁଳନାଥ ପୁଷ୍ଟି ସଂପ୍ରଦାୟର ଜଣେ ପ୍ରମୁଖ ବିଦ୍ୱାନ ଓ ଆଚାର୍ଯ୍ୟ ଥିଲେ

ସମକକ୍ଷ : ପୁଷ୍ଟି ସଂପ୍ରଦାୟ, ପୁଷ୍ଟି ସମ୍ପ୍ରଦାୟ

आचार्य वल्लभाचार्य द्वारा चलाया हुआ एक वैष्णव संप्रदाय।

गोकुलनाथजी पुष्टि संप्रदाय के एक प्रमुख विद्वान और आचार्य थे।
पुष्टि संप्रदाय, पुष्टि सम्प्रदाय, पुष्टि-मार्ग, पुष्टिमार्ग