ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁରୋହିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୁରୋହିତ   ବିଶେଷ୍ୟ

ଅର୍ଥ : ଯଜମାନଙ୍କ ଘରେ କର୍ମକାଣ୍ଡର ସବୁକୃତ୍ୟ ଓ ସଂସ୍କାର କରୁଥିବା ବ୍ରାହ୍ମଣ

ଉଦାହରଣ : ପୁରୋହିତ ଯଜ୍ଞ କରିବାରେ ଲାଗିଛନ୍ତି

ସମକକ୍ଷ : କର୍ମକାଣ୍ଡୀ, ପୁରୋଧା

वह ब्राह्मण जो यजमान के यहाँ कर्मकांड के सब कृत्य और संस्कार कराता है।

पुरोहित यज्ञ करने में लगे हैं।
आचार्य, आचार्य्य, कर्मकांडी, पुरोधा, पुरोहित

A person who performs religious duties and ceremonies in a non-Christian religion.

non-christian priest, priest

ଅର୍ଥ : ଯଜ୍ଞ କରୁଥିବା ବ୍ରାହ୍ମଣ ବା ପଣ୍ଡିତ

ଉଦାହରଣ : ଯଜମାନଙ୍କ ଦାନଦକ୍ଷିଣାରେ ପୁରୋହିତ ସନ୍ତୁଷ୍ଟ ଥିଲେ

ସମକକ୍ଷ : ଋତ୍ୱିକ, ଯଜ୍ଞକର୍ତ୍ତା, ଯାଜ୍ଞିକ

यज्ञ कराने वाला ब्राह्मण या पंडित।

यजमान के दान-दक्षिणा से याज्ञिक संतुष्ट थे।
याज्ञिक