ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁନର୍ବାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୁନର୍ବାସ   ବିଶେଷ୍ୟ

ଅର୍ଥ : ଛାରଖାର ହୋଇଯାଇଥିବା ଲୋକଙ୍କୁ ପୁଣି ସ୍ଥାୟୀକରିବା ବା ଲୋକାଧ୍ୟୁଷିତ କରିବା କ୍ରିୟା

ଉଦାହରଣ : ନର୍ମଦା ବନ୍ଧ ପରିଯୋଜନାରେ କ୍ଷତିଗ୍ରସ୍ତ ଲୋକମାନଙ୍କର ପୁନର୍ବାସନ କରାଯିବ

ସମକକ୍ଷ : ପୁନର୍ବାସନ

उजड़े हुए लोगों को फिर से बसाने या आबाद करने की क्रिया।

नर्मदा बाँध परियोजना से प्रभावित लोगों का पुनर्वासन किया जाएगा।
पुनर्वास, पुनर्वासन

The transportation of people (as a family or colony) to a new settlement (as after an upheaval of some kind).

relocation, resettlement