ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁନରାବୃତ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୁନରାବୃତ୍ତି   ବିଶେଷ୍ୟ

ଅର୍ଥ : କୌଣସି ନିୟମକୁ କେତେକ ସ୍ଥାନଗୁଡ଼ିକରେ ବାରମ୍ବାର ଲଗାଇବା କ୍ରିୟା

ଉଦାହରଣ : ଏହାର ଅନୁବର୍ତ୍ତନ ଆବଶ୍ୟକ ନାହିଁ

ସମକକ୍ଷ : ଅନୁବର୍ତ୍ତନ

कोई नियम कई स्थानों पर बार-बार लगाने की क्रिया।

इसका अनुवर्तन आवश्यक नहीं है।
अनुवर्तन

ଅର୍ଥ : ମନ୍ତ୍ର ଆଦିକୁ ବାରମ୍ବାର ଉଚ୍ଚାରଣ କରିବାର କ୍ରିୟା

ଉଦାହରଣ : ଶିବ ପୂଜା ସହିତ ରୁଦ୍ର ମନ୍ତ୍ରସମୂହର ପୁନରାବୃତ୍ତି କରିବା ନିଶ୍ଚିତ ବୋଲି ନିର୍ଦ୍ଦେଶ କରାଗଲା

मंत्रों आदि को बार-बार दोहराने की क्रिया।

शिव पूजा के साथ ही रुद्र मंत्रों का आवर्तन भी अनिवार्य कर दिया गया।
आवर्तन

The act of singing in a monotonous tone.

chanting, intonation

ଅର୍ଥ : ବାରମ୍ବାର କୌଣସି କଥା ବା କାମ ହେବା ବା କରିବା କାର୍ଯ୍ୟ

ଉଦାହରଣ : ଏହି ବାକ୍ୟରେ ରାମ ଶବ୍ଦର ତିନିଥର ପୁନରାବୃତ୍ତି ହୋଇଛି

ସମକକ୍ଷ : ପୁନରାବର୍ତନ

बार-बार किसी बात या काम के होने या किए जाने की क्रिया।

इस वाक्य में राम शब्द की पुनरावृत्ति तीन बार हुई है।
आवर्तन, आवर्त्तन, आवृत्ति, पुनरावर्तन, पुनरावृत्ति

Happening again (especially at regular intervals).

The return of spring.
recurrence, return