ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁଆଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୁଆଣୀ   ବିଶେଷ୍ୟ

ଅର୍ଥ : ବିବାହପରେ କନ୍ୟାକୁ ଶଶୁରଘର ପଠାଇବାର ବିଶେଷ ପ୍ରଥା

ଉଦାହରଣ : ଅଞ୍ଜନାର ନିର୍ବନ୍ଧଠାରୁ ପୁଆଣୀ ପର୍ଯ୍ୟନ୍ତ ରମେଶ ଛୁଟିନେଇ ହିଁ ଘରେ ରହିଲା

विवाहोपरांत लड़की को ससुराल भेजने की एक विशेष रस्म।

अंजना की सगाई से लेकर विदाई तक रमेश छुट्टी लेकर घर पर ही रहा।
बिदा, बिदाई, बिदायगी, रुखसत, रुख़सत, रुख़्सत, रुख्सत, विदा, विदाई, विदायगी